Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ରାମଗଡ଼ ଓ ହରାଭଙ୍ଗା ପବିତ୍ର ପଞ୍ଚୁକ ଉପଲକ୍ଷେ ରାହସଯାତ୍ରା ଅନୁଷ୍ଠିତ

ଆଜି ସନ୍ଧ୍ୟା ୭ଟା ସମୟରେ କାର୍ତିକ ମାସର ପବିତ୍ର ପଞ୍ଚୁକ ଅବସରରେ ରାହସ ଯାତ୍ରା ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମର ଦୀର୍ଘଦିନ ଧରି ପୂର୍ବପୁରୁଷରୁ ବଂଶାନୁ କ୍ରମେ ପରମ୍ପରାନୁସାରେ ଶ୍ରଦ୍ଧା, ଶୃଙ୍ଖଳା ଓ ଭକ୍ତିଭାବ ସହ ବିଶେଷ ଉତ୍ସାହରେ ପାଳନ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ଯାତ୍ରାର ଜାକଜକମ୍, ଧାର୍ମିକ ମହିମା, ଓ ସାମାଜିକ ସହଭାଗୀତା ଦର୍ଶନୀୟ ରହିଛି lସକାଳଠାରୁ ମନ୍ଦିର ପରିବେଶ ଭଜନ-କୀର୍ତନ, ଶଂଖଧ୍ୱନି ଓ ଦୀପଶିଖାର ଆଲୋକରେ ପବିତ୍ର ହୋଇଉଠିଥିଲା। ସେହିପରି ହରଭଙ୍ଗା ଗ୍ରାମରେ ମଧ୍ୟ ରାହାସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l

MORE NEWS

ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା
​ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।
​ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି।

​#Baudh #Agriculture #FarmersFirst #OdishaNews #SDC #Odisha #GroundReality

ଚାଷୀଙ୍କ ସହ ଚାଷ ଜମିରେ ବୌଦ୍ଧ ଏସଡିସି ଅଧ୍ୟକ୍ଷ ଡମ୍ବରୁଧର କହଁର, ପିଟିଲେ ପହ୍ଲା ​ବୌଦ୍ଧ: ଚାଷୀ ଅନୁକୂଳ ପରିବେଶ ଭିତରେ ପୁଣି ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା। ଜନପ୍ରତିନିଧି ହୁଅନ୍ତୁ କି ପ୍ରଶାସନିକ ଅଧିକାରୀ, ସମସ୍ତେ ଏବେ ମାଟି ଓ ମାଟିର ମଣିଷଙ୍କ ସହ ଯୋଡ଼ି ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଡମ୍ବରୁଧର କହଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି କ୍ଷେତରେ ପହ୍ଲା ପିଟିଛନ୍ତି। ଜଣେ ସାଧାରଣ ଚାଷୀ ଭଳି ସେ କାଦୁଅ ସରସର ଜମିରେ କାମ କରୁଥିବାର ଏକ ନିଆରା ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି। ​ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ଦିନ ବୌଦ୍ଧ ଜିଲ୍ଲାପାଳ ମଧ୍ୟ ଚାଷୀ ମହିଳାମାନଙ୍କ ସହ ମିଶି ଜମିରେ ପହ୍ଲା ରୋଇ ଚର୍ଚ୍ଚାକୁ ଆସିଥିଲେ। ପ୍ରଶାସନ ପରେ ଏବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଏଭଳି ପ୍ରୟାସ ଚାଷୀମାନଙ୍କୁ ଆହୁରି ଉତ୍ସାହିତ କରିଛି। ​#Baudh #Agriculture #FarmersFirst #OdishaNews #SDC #Odisha #GroundReality

Baudh Sadar, Boudh (Bauda) | Jul 26, 2026

କେମିତି ମନମୁଣ୍ଡା ପୋଲିସ ଗଂଜେଇ ସହ ମାଫିଆ ଗିରଫ

କେମିତି ମନମୁଣ୍ଡା ପୋଲିସ ଗଂଜେଇ ସହ ମାଫିଆ ଗିରଫ

Baudh Sadar, Boudh (Bauda) | Jul 25, 2026

ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ରାମଗଡ଼ ଓ ହରାଭଙ୍ଗା ପବିତ୍ର ପଞ୍ଚୁକ ଉପଲକ୍ଷେ ରାହସଯାତ୍ରା ଅନୁଷ୍ଠିତ - Baudh Sadar News