ସୋର: ଭୁବନେଶ୍ୱରରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ, ସୋର ବିଧାୟକ ମାଧବ ଧଡାଙ୍କ ଅଂଶଗ୍ରହଣ
Soro, Balasore | Oct 12, 2026 ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ୧୩ ତମ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ। କମିଟିର ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସୋର ବିଧାୟକ ମାଧବ ଧଡା ଯୋଗଦେଇ ଅବକାରୀ ବିଭାଗର ବିଭିନ୍ନ ବିଷୟ ଉପରେ ସମୀକ୍ଷା କରିଛନ୍ତି।