ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଶୋକ: ବିଜେଡି ନେତା ପ୍ରଦୀପ ନାୟକଙ୍କ ସାନ ପୁଅ ଅନୁରୂପ ନାୟକଙ୍କ ପରଲୋକ
ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସାନ ପୁଅ ଅନୁରୂପ ନାୟକଙ୍କ ଅକାଳ ବିୟୋଗ। ଏହି ଖବର ପରେ ପାରଳାଖେମୁଣ୍ଡି ସହରରେ ଶୋକର ଛାୟା। ଶେଷ ଦର୍ଶନ ପାଇଁ ପହଞ୍ଚିଲେ ବିଧାୟକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ।