Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କବିସୂର୍ଯ୍ୟନଗର: ପୁରୁଣା ୱାରେଣ୍ଟ ବଳରେ ମର୍ଦମେଖ ଓ ଡଭାବଣିଆ ରୁ ଦୁଇ ଜଣକୁ ଗିରଫ କଲା କୋଦଳା ପୋଲିସ

Kabisuryanagar, Ganjam | Jan 14, 2026
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ରୁ ଝୁରିଆ ଦାସ ଙ୍କ ପୁଅ ବସନ୍ତ ଦାସ ଙ୍କୁ 23/2012 ଏବଂ ଏହି ଥାନା ଅନ୍ତର୍ଗତ ଡଭା ବଣିଆ ଗ୍ରାମର ସମ୍ବାରିଆ ଶବର ଙ୍କ ପୁଅ ଶଙ୍କର ଙ୍କୁ 367/2024 ରେ କୋଦଳା ଥାନାରେ ମାମଲା ହୋଇଥିଲା । ପୁରୁଣା ୱାରେଣ୍ଟ ବଳରେ କୋଦଳା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । କୋର୍ଟକୁ ଅବମାନନା କରିଥିବାରୁ ମାନ୍ୟବର କୋଦଳା କୋର୍ଟ ଙ୍କ ନିର୍ଦେଶ କ୍ରମେ ଏହି ଦୁଇ ଜଣଙ୍କୁ କୋର୍ଟ ଚଲାଣ କରିଥିବା କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ବୁଧବାର ସନ୍ଧ୍ୟା 7 ଘଣ୍ଟ ସମୟରେ ସୂଚନା ଦେଇଛନ୍ତି ।
କବିସୂର୍ଯ୍ୟନଗର: ପୁରୁଣା ୱାରେଣ୍ଟ ବଳରେ ମର୍ଦମେଖ ଓ ଡଭାବଣିଆ ରୁ ଦୁଇ ଜଣକୁ ଗିରଫ କଲା କୋଦଳା ପୋଲିସ - Kabisuryanagar News