Public App Logo
Jansamasya
हादसा
News
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse

କବିସୂର୍ଯ୍ୟନଗର: ବହୁ ପ୍ରତିକ୍ଷ୍ୟା ର ଅନ୍ତ ଘଟିଲା, କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ

Kabisuryanagar, Ganjam | Jan 13, 2026
ବହୁ ପ୍ରତୀକ୍ଷ୍ୟା ର ଅନ୍ତ ଘଟିଲା, ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ ସେବା ଅଧ୍ୟାପକ/ଅଧ୍ୟାପିକା,ଛାତ୍ର ଛାତ୍ରୀ ଙ୍କ ମନରେ ଖୁସି ର ଲହରୀ, କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭହେଲା l କଲେଜ ପରିସର ରେ ପହଞ୍ଚିବା ପରେ ସମସ୍ତ ଅଧ୍ୟାପକ /ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ଙ୍କ ଉପସ୍ଥିତି ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି ବସ ସେବା କୁ ଉଦଘାଟନ କରିବା ସହିତ ଏହା ସମସ୍ତ ଛାତ୍ରଛାତ୍ରୀ ଙ୍କ ଗମନା ଗମନା ର ସହାୟକ ହୋଇପାରିବ ବୋଲି କହିଥିଲେ l ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ଙ୍କ ଦାଵି ପୂରଣ ହେଲା ।
କବିସୂର୍ଯ୍ୟନଗର: ବହୁ ପ୍ରତିକ୍ଷ୍ୟା ର ଅନ୍ତ ଘଟିଲା, କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ - Kabisuryanagar News