ସୋର: ଅନନ୍ତପୁର ଥାନା ପୋଲିସ ଦ୍ଵାରା ନିଖୋଜ ନାବାଳକ ଉଦ୍ଧାର, ପରିବାରକୁ କରାଗଲା ହସ୍ତାନ୍ତର
Soro, Balasore | Oct 28, 2026 ସୋର ଅନନ୍ତପୁର ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ନାବାଳକଙ୍କୁ ପୋଲିସ ଉଦ୍ଧାର କରିଛି। ଗତ ୨୨/୦୮/୨୦୨୬ରେ ଏନେଇ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ପୋଲିସ ଆଜି ନାବାଳକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।