ପୁରୀ: ପୁରୀରେ ୭ ଅକ୍ଟୋବରରେ ସେବା ଜ୍ୟୋତି ଯାତ୍ରା, ଜାଣନ୍ତୁ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ
Puri, Puri | Oct 4, 2026
ପୁରୀରେ ଆସନ୍ତା ୭ ଅକ୍ଟୋବରରେ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହେବ। ଶରଧାବାଲିରୁ ବାହାରି ଏହି ଯାତ୍ରା ବଗଲା ଧର୍ମଶାଳାରେ ପହଞ୍ଚିବ। ବିକଶିତ ଭାରତ ୨୦୪୭ ସଂକଳ୍ପକୁ ନେଇ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି।