ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର -୩ସ୍ଥିତ ରାଉରକେଲା ଶାଖା,"ୟୁଥ ହଷ୍ଟେଲ ପରିସରରେ "ବନମହୋତ୍ସଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଜୁଲାଇ ୬ ତାରିଖ ସକାଳ ୭ଟା ୩୦ମିନିଟରୂ ଦିନ ୧୦ଟା ପର୍ଯ୍ୟନ୍ତ "ୟୁଥ ହଷ୍ଟେଲ"ର ଅଧ୍ୟକ୍ଷ ଶ୍ରୀ ବୁଦ୍ଧଦେବ ବାସୁଙ୍କ ପରିଚାଳନାରେ "ୟୁଥ ହଷ୍ଟେଲ" କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଆମ୍ବ,ଲେମ୍ବୁ,ପଣଷ, ଅମୃତଭଣ୍ଡା, ଇତ୍ୟାଦି ଗଛରୋପଣ ସହ କାର୍ଯ୍ୟାଳୟ ପରିସରକୁ ସଫାସୂତାରା କରିବାରେ ସଦସ୍ୟ ପ୍ରମୁଖ ଅତ୍ୟନ୍ତର ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କଲେ