Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

କବିସୂର୍ଯ୍ୟନଗର: ପାଞ୍ଚ ଅଟୋ କୁ ଜବତ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Jan 11, 2026
ବେଗୁନିଆପଡା ପୋଲିସ ରବିବାର ଦିନ ଗାଡି ଯାଞ୍ଚ ବେଳେ ପାଞ୍ଚଟି ଅଟୋକୁ ଜବତ କରିଛି । ଡ୍ରାଇଭର ମାନେ ହେଲେ ଚିକିଲି ଗ୍ରାମର ଜଟିଆ ସ୍ୱାଇଁ ଙ୍କ ପୁଅ ବିଷ୍ଣୁ ସ୍ୱାଇଁ, କୋଦଳାର ନବ ପ୍ରଧାନ ଙ୍କ ପୁଅ ଚିଲା ପ୍ରଧାନ, ବେଗୁନିଆପଡାର ତାବତା ବିଷୋୟୀଙ୍କ ପୁଅ ହରିହର ବିଷୋୟୀ, ତିତିରିଡି ଗ୍ରାମର ବଳରାମ ମହାନ୍ତିଙ୍କ ପୁଅ ମହେଶ୍ୱର ମହାନ୍ତି ଏମାନଙ୍କ ଅଟୋର ଇନ୍ସୁରାନ୍ସ ନଥିବା ବେଳେ ଦେଓଗଡ଼ ଗ୍ରାମର ବିପ୍ର ପଲାଇ ଙ୍କ ପୁଅ ସାହେବ ପଲାଇ ଙ୍କ ଗାଡ଼ିର ଫିଟନେସ ନ ଥିବା କରଣରୁ ଜବତ ହୋଇଥିବା ଜଣାପଡିଛି । ପାସେଞ୍ଜର ନେଇ ଯାଉଥିବା ଅଟୋ ଗୁଡିକ ଇନ୍ସୁରାନ୍ସ ନଥିବା ଫଳରେ ଜବତ ହୋଇଛି ।
କବିସୂର୍ଯ୍ୟନଗର: ପାଞ୍ଚ ଅଟୋ କୁ ଜବତ କଲା ବେଗୁନିଆପଡା ପୋଲିସ - Kabisuryanagar News