କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ଶିଙ୍ଗାରୀ ନୃତ୍ୟ ପ୍ରଦର୍ଶନ କରିଛନ୍ତି ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକଙ୍କ ନେତୃତ୍ବରେ ୯ ଜଣ ପୁରୁଷ ଓ ୩ ଜଣ ମହିଳା ଟିମ୍ ଯାଇଛନ୍ତି। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଉଦ୍ୟମ କ୍ରମେ ଏହି ଟିମ୍ ମସ୍କୋରେ ନୃତ୍ୟ ପରିବେଷଣ ନିମନ୍ତେ ମନୋନୀତ ହୋଇଛନ୍ତି । ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ମହାଶୟ ମସ୍କୋ ରେ ନିଜର ଅଭି ଭାଷଣ ଏବଂ ନିଜର ଉଦ୍ ବୋଧନ ଦେଇଥିଲେ l ଦୁଇ ଦେଶ ମଧ୍ୟରେ ନିବିଡ ସମ୍ବନ୍ଧ ଆଗକୁ କେମିତି ବଢ଼ିବ ।