ଛତ୍ରପୁର: ଛତ୍ରପୁର ଆଦର୍ଶ ବିଦ୍ୟାଳୟର 11ତମ ପ୍ରତିଷ୍ଠା ଦିବସ: ଆରମ୍ଭ ହେଲା IT on Wheels
ଛତ୍ରପୁର ବ୍ଲକ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟର ୧୧ତମ ପ୍ରତିଷ୍ଠା ଦିବସ ପାଳିତ । କାର୍ଯ୍ୟକ୍ରମରେ ଯୋଗ ଦେଲେ ଛତ୍ରପୁର ବିଧାୟକ । ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହେଲା 'ଆଇଟି ଅନ୍ ହ୍ୱିଲ୍' ପ୍ରକଳ୍ପ, ଯାହା ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନରେ ସହାୟକ ହେବ ।