ସୋର: ସୋର ଜାତୀୟ ରାଜପଥରେ ଛିନତାଇ ମାମଲା: ୬ ଡକାୟତଙ୍କ ସହ ଦୋକାନୀ ଗିରଫ
Soro, Balasore | Oct 11, 2026 ବାଲେଶ୍ୱର ଜିଲ୍ଲା ସୋର ଥାନା ପୋଲିସର ବଡ଼ ସଫଳତା। ଜାତୀୟ ରାଜପଥରେ ଛିନତାଇ କରୁଥିବା ୬ ଜଣ ଡକାୟତ ଓ ଜଣେ ଜୁଏଲାରି ଦୋକାନୀ ଗିରଫ। ଅଭିଯୁକ୍ତଙ୍କ ନିକଟରୁ ସୁନା ଅଳଙ୍କାର, ୩ଟି ବାଇକ, ୭ଟି ମୋବାଇଲ ଓ ୩୦ ହଜାର ଟଙ୍କା ଜବତ।