ସୋର: ଖଇରା ଗଡ଼ପୋଖରୀରେ ବ୍ଲକ ପ୍ରଶାସନ ପଞ୍ଚାୟତରେ କାର୍ଯ୍ୟକ୍ରମ, ଯୋଗଦେଲେ ବିଧାୟକ
Soro, Balasore | Oct 6, 2026 ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତରେ ଅନୁଷ୍ଠିତ ହୋଇଛି ବ୍ଲକ ପ୍ରଶାସନ ପଞ୍ଚାୟତରେ କାର୍ଯ୍ୟକ୍ରମ। ଏଥିରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ଯୋଗଦେଇ ପଞ୍ଚାୟତବାସୀଙ୍କ ଅଭିଯୋଗ ଶୁଣାଣି କରିଛନ୍ତି।