କଣ୍ଟାମାଳ: ବୌଦ୍ଧ ଜିଲ୍ଲା ଯୋଗିନ୍ଦ୍ରପୁର ବିଦ୍ୟାଳୟରେ ପାଳିତ ହେଲା ବିଶ୍ବ ଜଳାତଙ୍କ ଦିବସ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ରପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମନମୁଣ୍ଡା ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ବିଶ୍ବ ଜଳାତଙ୍କ ଦିବସ ପାଳନ ହୋଇଛି। ଏଥିରେ ଜଳାତଙ୍କ ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି।