ସୁନାପଡ଼ା ଜଙ୍ଗଲରେ ଭାଲୁ ଆତଙ୍କ! ଛେଳି ଚରାଉଥିବା ବେଳେ ଛବିଳଙ୍କୁ ଝାମ୍ପିପଡ଼ିଲା ମାଈ ଭାଲୁ
ଟାଙ୍ଗିଆରେ ପ୍ରତିଆକ୍ରମଣ କରି ବଞ୍ଚାଇଲେ ଜୀବନ, ହାତ-ଗୋଡ଼ ଓ ଛାତିରେ ଗଭୀର ଆଘାତ
#BearAttack #BearAttackInBamara #SunapadaForest #BamaraNews #Bamara #Laikera #Pakelpada #SambalpurNews #OdishaNews #Wildlife #HumanWildlifeConflict #BearInForest #ForestNews #BreakingNews #LocalNews #OdishaWildlife #Sambalpur #BamaraNews24x7
Govindpur, Sambalpur | Oct 1, 2026