Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Ahmedabad
Pmmodi
Rahulgandhi

ବାରିପଦା ମ୍ୟୁନିସିପାଲଟି: ଶନିବାର ଦିନ ସକାଳ ୧୦ ରୁ ୩ ଟା ଯାଏଁ ବାରିପଦା ବଢେଇ ସାହିରେ ଲାଇନ କାଟନେଇ ସୂଚନା

Baripada M, Mayurbhanj | Nov 28, 2025
ଆସନ୍ତାକାଲି ଅର୍ଥାତ ଶନିବାର ଦିନ ବିଦ୍ୟୁତ ସେକ୍ସନ ୨ ଅଧିନସ୍ଥ ତଥା ବାରିପଦା ସହରର ବଢେଇ ସାହି ଠାରେ ବିଦ୍ୟୁତ କାର୍ଯ୍ୟ ମରାମତି ପାଇଁ ସକାଳ ୧୦ ଟା ରୁ ଅପରାହ୍ନ ୩ ଟା ଯାଏଁ ବିଦ୍ୟୁତ ସରବାରହ ବନ୍ଦ ହେବା ନେଇ ସୂଚନା ମିଳିଛି। ଏନେଇ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟା ରେ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରଚାର ଗାଡିରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି।