କଟକ ପୌରାଞ୍ଚଳ: ଖ୍ରୀଷ୍ଟ କଲେଜର ନବନିର୍ବାଚିତ ଛାତ୍ରସଂସଦର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ
କଟକ ସ୍ଥିତ ଖ୍ରୀଷ୍ଟ କଲେଜରେ ନବନିର୍ବାଚିତ ଛାତ୍ରସଂସଦର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ଛାତ୍ରନେତାମାନେ ଶପଥ ପାଠ କରି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି।