Public App Logo
Jansamasya
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Ballia
Farrukhabad
Mirzapur
Rain
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Indianrailways
Letestnews
Arvindkejriwal
Kedarnath
Weather
Noida
Rahul
Indianews

ସିମୁଳିଆ: ଭାଟପଡା ଠାରେ ବିଲ ରେ ଧାନ କାଟୁଥିବା ବେଳେ ଜଳିଗଲା ଧାନ କଟା ମେସିନ

Similia, Balasore | Dec 3, 2025
ବିଲରେ ଧାନ କାଟୁଥିବା ବେଳେ ଜଳିଗଲା ଧାନ କଟା ମେସିନ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଣ୍ଡୁଆ ଗ୍ରାମ ର ରଂଜିତ ଦାସ ଙ୍କ ମେସିନ ଭାଟପଡା ଅଂଚଳ ରେ ଧାନ କାଟୁଥିବା ବେଳେ ହଠାତ୍ ନିଆଁ ଲାଗିଯିବାରୁ ଚାଳକ ଡେଇଁ ପଡିଥିଲେ।ହୁତୁ ହୁତୁ ହୋଇ ଜଳିଗଲା ମେସିନ, ଖବର ପାଇ ଆଜି ବୁଧବାର ଅପରାହ୍ନ 4 ଘଟିକା ସମୟରେ ଘଟଣା ସ୍ଥଳରେ ଖଇରା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ ହୋଇଥିଲା। ମେସିନ ସମେତ ଧାନ ପୋଡ଼ି ପାଉଁଶ।୨୮ ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ। ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ।