ସୁକିନ୍ଦା: ଦୀପାବଳିରେ ସେବାର ବାର୍ତ୍ତା: ବୃକ୍ଷରୋପଣ ଓ ବସ୍ତ୍ର ବଣ୍ଟନ କଲେ କୁଳହରିପୁର ଶ୍ରୀରାମ ନବମୀ କମିଟି
ଦୀପାବଳି ଅବସରରେ କୁଳହରିପୁର ଶ୍ରୀରାମ ନବମୀ ମହୋତ୍ସବ କମିଟି ପକ୍ଷରୁ ବୃକ୍ଷରୋପଣ ଓ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି। ଆଲୋକର ପର୍ବରେ ସେବାର ବାର୍ତ୍ତା ଦେଇଛନ୍ତି କମିଟିର ସଦସ୍ୟ। ସେମାନଙ୍କର ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ବେଶ୍ ପ୍ରଶଂସା କରିଛନ୍ତି।