Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
kishore85153
ସୁନ୍ଦରଗଡ ସହର: ସୁନ୍ଦରଗଡ ମୁନ୍ସିପାଲ୍ ହାଇ ସ୍କୁଲ ରେ ଜିଲ୍ଲା ସ୍ତରୀୟ ଦୌଡ କୁଦ ପରିଯୋଗିତା ଉଦଯାପିତ ମୁଖ୍ୟ ଅତିଥି ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା
Sundargarh Town, Sundargarh
| Nov 4, 2025
ସୁନ୍ଦରଗଡ ମଙ୍ଗଳ ବାର ଅପରାହ୍ନ ୪ ଟା ସମୟରେ ମୁନ୍ସିପାଲ୍ ହାଇ ସ୍କୁଲ ରେ ଜିଲ୍ଲା ସ୍ତରୀୟ ଦୌଡ କୁଦ ପାରିଯୋଗିତା ଉଦଯାପିତ ମୁଖ୍ୟ ଅତିଥି ଉପ ବାଚସ୍ପତି, ଅନ୍ୟ ଅତିଥି ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା, ଉପ ନଗର ପାଳ, ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀ ଓ ସ୍ଵତନ୍ତ୍ର ଅତିଥି ଜିଲ୍ଲାପାଳ
MORE NEWS
ରାଉରକେଲା; ଷ୍ଟେସନ ର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କାମ ର ମାନ ନେଇ ପ୍ରଶ୍ନ ଉଠୁଛି। #smsnewsnetwork #rourkela #SERLY #DRMCKP #ARMBondamunda #stationmaster
Sundargarh Town, Sundargarh | Jul 19, 2026
ରାଉରକେଲା; କନଭାସ୍ ବୃକ୍ଷ ରୋପଣ ଅଭିଯାନ ର ଚତୁର୍ଥ ଦିନ ସେକ୍ଟର ୯ ରେ ବୃକ୍ଷରୋପଣ #smsnewsnetwork #rourkela #canvas #sureshpradhan #ranger #subrattarai #himanshubal
Sundargarh Town, Sundargarh | Jul 19, 2026
ରାଉରକେଲା କାନଭାସ୍ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ର ତୃତୀୟ ଦିବସ ରେ ଦିପିକା ଶିକ୍ଷା ସଦନ ର ଛାତ୍ରଛାତ୍ରୀ,ସ୍କାଉଟ ଙ୍କ ସଦସ୍ୟ ମିଶି କଲେ ବୃକ୍ଷରୋପଣ। #smsnewsnetwork #rourkela #canvas #sureshpradhan #pradeepkumardas #deepikasikshyasadan #suchitralenka #plantation #ranger #rsp #horticulture
Sundargarh Town, Sundargarh | Jul 18, 2026
SMS News Bureau Rourkela ପ୍ରଦୂଷଣ ନିୟମ ଉଲ୍ଲଂଘନ, ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି । ରାଉରକେଲା: କଠିନ ଆବର୍ଜନା ଓ ଫ୍ଲାଏ ଆଶ ର ଅବୈଧ ଡମ୍ପିଂ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଓ ସଂସ୍ଥା ଙ୍କ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧.୮୦ କୋଟି ଟଙ୍କା ପରିବେଶଗତ କ୍ଷତିପୂରଣ ଆଦାୟ କରିଛି। ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଜଗାଙ୍ଗପୁର ସ୍ଥିତ ଅଗ୍ରସେନ ସ୍ପଞ୍ଜର ୩ଟି ୟୁନିଟକୁ ସିଲ୍ କରାଯାଇଛି। ଏସପିସିବି ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼ ଅନୁପ କୁମାର ମଲ୍ଲିକ ଙ୍କ ନିର୍ଦେଶରେ , କାରଖାନା ପରିସର ମଧ୍ୟରେ ୩ଟି ସ୍ଥାନରେ ଏକ ସଙ୍ଗେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ସେଗୁଡ଼ିକ ହେଲା ପିଏଲସି କଣ୍ଟ୍ରୋଲ ରୁମ୍, କଞ୍ଚାମାଲ ଫିଡିଂ ପଏଣ୍ଟ ଏବଂ ୩୩ କେଭି ବିଦ୍ୟୁତ ସଂଯୋଗ ସ୍ଥଳ। ଏସପିସିବି, ରାଉରକେଲା ପକ୍ଷରୁ କୁହାଯାଇଛି ଯେ ବାୟୁ ଏବଂ ଜଳ ଆଇନ ଅନୁଯାୟୀ ଦିଆଯାଇଥିବା ସର୍ତ୍ତାବଳୀ ଉଲ୍ଲଂଘନ କରି କାରଖାନା ଚାଲୁଥିଲା। ବାରମ୍ବାର ନିୟମ ଅଣଦେଖା ଏବଂ ନିର୍ଦ୍ଧାରିତ ପରିବେଶ ମାନଦଣ୍ଡ ପୂରଣ ନକରିବା ଯୋଗୁଁ ବିଭିନ୍ନ ଶିଳ୍ପ କାରଖାନା ରେ ଏହି ସିଲ୍ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏସପିସିବି, ରାଉରକେଲାର ଏକ ଟିମ୍, ସ୍ଥାନୀୟ ପ୍ରଶାସନ, ଟିପିଡବ୍ଲୁଓଡି ଏବଂ ପୋଲିସ ଉପସ୍ଥିତିରେ ସିଲ୍ କାର୍ଯ୍ୟ ସମ୍ପନ୍ନ କରିଛି। ସିଲ୍ ହୋଇଥିବା ସ୍ଥାନରେ ନୋଟିସ୍ ମଧ୍ୟ ଲଗାଯାଇଛି ଯେ ବୋର୍ଡର ପରବର୍ତ୍ତୀ ଅନୁମତି ନମିଳିବା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ। ଉଲ୍ଲଂଘନକୁ ସୁଧାରି ଅନୁପାଳନ ରିପୋର୍ଟ ଦାଖଲ କରିବା ପରେ ହିଁ କାରଖାନା ପରିଚାଳନାକୁ ଡି-ସିଲ୍ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷ ଓ ଚଳିତ ଏପ୍ରିଲ ରୁ ଏବେ ପର୍ଯ୍ୟନ୍ତ ଆରଓଏସପିସିବି, ରାଉରକେଲା ଦ୍ୱାରା ନିୟମ ଉଲ୍ଲଂଘନକାରୀ ଶିଳ୍ପଗୁଡ଼ିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୫-୨୬ରେ ଓଏସପିସିବି, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୪୧ ଟି ଶିଳ୍ପ କୁ ବନ୍ଦ କରିବା ନିର୍ଦ୍ଦେଶ ନୋଟିସ୍ ଜାରି କରାଯାଇଛି l ୩୧ଟି ଶିଳ୍ପ ସଂସ୍ଥା କୁ ସିଲ୍ କରାଯାଇଥିବା ବେଳେ ୧୦୦ ଟି ଶିଳ୍ପ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି l ସେହିପରି ୭ଟି ଶିଳ୍ପ କାରଖାନା କୁ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ପରିବେଶ ସୁରକ୍ଷା ଆଇନ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନୁମତି ସର୍ତ୍ତ ଉଲ୍ଲଂଘନ କରି କଠିନ ଆବର୍ଜନା, ଫ୍ଲାଏ ଆସ୍ ଏବଂ ଅନ୍ୟାନ୍ୟ ବିପଜ୍ଜନକ ପଦାର୍ଥ ଡମ୍ପ କରୁଥିବା ଶିଳ୍ପଗୁଡ଼ିକ ଉପରେ ମୁଖ୍ୟ ଧ୍ୟାନ ଦିଆଯାଉଛି। ବୋର୍ଡ ପକ୍ଷରୁ ରାଉରକେଲା, ରାଜଗାଙ୍ଗପୁର, କୁଆଁରମୁଣ୍ଡା, କଳୁଙ୍ଗା, ବଣାଇ ଭଳି ଶିଳ୍ପ କାରଖାନା ରେ ଯାଞ୍ଚ ତୀବ୍ର କରାଯାଇଛି। ଏସପିସିବି ର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ କହିଛନ୍ତି ଯେ , ନିର୍ଦ୍ଧାରିତ ସମୟ ମଧ୍ୟରେ ଶିଳ୍ପ କାରଖାନା ଗୁଡିକ ତ୍ରୁଟି ସୁଧାର ନକଲେ ଆଗାମୀ ଦିନରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। -
Sundargarh Town, Sundargarh | Jul 18, 2026
SMS News Bureau କୁମ୍ଭୀର ଆକ୍ରମଣରେ ୧୨ ବର୍ଷ ର ନିଷ୍ପାପ ଶିଶୁ ର ମୃତ୍ୟୁ। ଉତ୍ତରପ୍ରଦେଶର ବାହରାଇଚ୍ ଘାଗ୍ରା ନଦୀ କୂଳରେ ଶୌଚ କରିବାକୁ ଯାଇଥିବା ଜଣେ 12 ବର୍ଷର ବାଳକ ସୁନୀଲ ସିଂ କୁ କୁମ୍ଭୀର ଆକ୍ରମଣ କରିଥିଲା। କୁମ୍ଭୀରଟି ତାଙ୍କ ମାମୁଁଙ୍କ ଆଗରେ ନଦୀ ଭିତରକୁ ଟାଣି ନେଇଥିଲା। କୁମ୍ଭୀର ମୁହଁରୁ ଭଣଜା କୁ ବଞ୍ଚାଇବା ପାଇଁ ୭ ରୁ ୮ ମିନିଟ୍ ଲଢେଇ କରି ବିଫଳ ହୋଇଥିଲେ।ଶିଶୁ ଟି ମରିବା ପରେ କୁମ୍ଭୀର ତାକୁ ଖାଇବା ର ଦୃଶ୍ୟ ଏବେ ଜୋରଦାର ଭାଇରାଲ ହେବା ରେ ଲାଗିଛି।
Sundargarh Town, Sundargarh | Jul 18, 2026