Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Uttar_pradesh
Congress
Modi
Delhi
Viral
Crime
Rajasthan
���मित_शाह
Breakingnews
���हिला
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
���ेजस्वी_यादव
Uttarakhand
Crimenews
Kolkata
Aap
No video available

ଝାରସୁଗୁଡା: ସହର ସ୍ଥିତ ଓଭର ବ୍ରିଜ ଉପରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ; ଦୁଇ ଜଣ ଆହତ

Jharsuguda, Jharsuguda | Dec 29, 2024
ଝାରସୁଗୁଡ଼ା ସହର ସ୍ଥିତ ଓଭର୍ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇଜଣ ଆହତ । ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସନ୍ଧ୍ୟା ୭ ଟା ସମୟରେ ଝାରସୁଗୁଡ଼ା ଓଭର୍ ବ୍ରିଜ୍ ଉପରେ ଏକ ବାଇକ୍ ନିଜର ଭାରସାମ୍ୟ ହରେଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଦୁଇଜଣ ଆହତ ହୋଇଥିବା ବେଳେ ଦୁର୍ଘଟଣା ସମୟରେ ରାସ୍ତାରେ କିଛି ସମୟ ଭିଡ଼ ଦେଖିବା ପାଇଁ ମିଳିଥିଲା ।