Public App Logo
Jansamasya
Railway
Bsf
Meerut
Raebareli
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur
Rahul
Indianews
New_delhi
Crpf
Viralvideo
Latestnews
Shorts
���ामनवमी
Cuttack
���द
Lakhimpurkheri
���त्नी
No video available

ସମ୍ବଲପୁର ମ୍ୟୁନିସିପାଲଟି: ନେଲସନ ମାଣ୍ଡେଲା ଛକରୁ ସୁଭଦ୍ରା ଶୋଭାଯାତ୍ରା ଅନୁଷ୍ଠିତ

ସମ୍ବଲପୁର ମହାନଗର ନିଗମର ଆନୁକୁଲ୍ଯରେ ଆଜି ପୂର୍ବାହ୍ନରେ ସୁଭଦ୍ରା ଶୋଭାଯାତ୍ରା ୧୦୦ ରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଧାଂଶୁ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ମହାନଗର ନିଗମ ଅତିରିକ୍ତ ଆୟୁକ୍ତ ସରୋଜିନୀ କୁଲ୍ଲୁ ଉପସ୍ଥିତ ରହି ଶୋଭାଯାତ୍ରକୁ ଉଦ୍ଘାଟନ କରିଥିଲେ।ଏହି ଶୋଭାଯାତ୍ରା ସୁଭଦ୍ରା ବାର୍ତ୍ତା ବହନ କରି ନେଲସନ ମାଣ୍ଡେଲା ଛକରୁ ବାହାରି ଗୋଲବଜାର ଛକ ଦେଇ ସମ୍ବଲପୁର ପୁରୁଣା ମ୍ଯୁନିସିପାଲଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।

MORE NEWS