Public App Logo
Jansamasya
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Meerut
Raebareli
Rain
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Faridabad
Arvindkejriwal
Jajpur
���ोधपुर
Nagaur
No video available

ସମ୍ବଲପୁର ମ୍ୟୁନିସିପାଲଟି: ନାରୀଜାଗରଣ କେନ୍ଦ୍ର ଠାରେ ବିଜୁ ଜୟନ୍ତୀ ପାଳିତ

ଆଜି ସମ୍ବଲପୁର ଚେପୁଟିପୁଲିଆ ନିକଟସ୍ଥ ନାରୀ ଜାଗରଣ କେନ୍ଦ୍ର ଠାରେ ଓଡ଼ିଶା ମାଟିର ବରପୁତ୍ର, ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ନାରୀ ଜାଗରଣ କେନ୍ଦ୍ର ପକ୍ଷରୁ ଏହାର ମୁଖ୍ୟା ତଥା ପୁର୍ବତନ ରାଜ୍ୟସଭା ସାଂସଦ ପ୍ରମିଲା ବହିଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦାନ କରି ସ୍ୱର୍ଗତ ବିଜୁ ବାବୁଙ୍କୁ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ରାଜ୍ୟ ପ୍ରତି ବିଜୁବାବୁଙ୍କ ଥିବା ଅତୁଲନୀୟ ଅବଦାନ ନେଇ ସ୍ମୁତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

MORE NEWS