କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ୱବିଦ୍ୟାଳୟ: ସଭାପତି ପ୍ରାର୍ଥୀଙ୍କ ନାମାଙ୍କନ ନାକଚ, କୁଳପତିଙ୍କ ଅଫିସ ଆଗରେ ଅନଶନ
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସଭାପତି ପ୍ରାର୍ଥୀ ସ୍ୱପ୍ନାରାଣୀଙ୍କ ନାମାଙ୍କନ ନାକଚ ହେବା ପରେ କୁଳପତିଙ୍କ ଅଫିସ ଆଗରେ ଆମରଣ ଅନଶନ ଆରମ୍ଭ । ସାମ୍ସ ପୋର୍ଟାଲରେ ଆଡ଼ମିଶନ ନଥିବା ଦର୍ଶାଇ କର୍ତ୍ତୃପକ୍ଷ କରିଛନ୍ତି ନାମାଙ୍କନ ଖାରଜ ।