ରାୟଗଡା: ଗୋରଖପୁର ପଞ୍ଚାୟତର ବଡ଼ ମାରିଭଟା ଗ୍ରାମ ସ୍ଥିତ ବିଜେଡ଼ି ଦଳର ସକ୍ରିୟ କର୍ମୀ ଙ୍କ ଦଶାହ କାର୍ଯ୍ୟରେ ଯୋଗଦଲେ ନୂତନ ବିଜେଡ଼ି ଜିଲ୍ଲା ସଭାପତି
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତର ବଡ଼ ମାରିଭଟା ଗ୍ରାମ ସ୍ଥିତ ବିଜୁ ଜନତା ଦଳର ସକ୍ରିୟ କର୍ମୀ ଙ୍କ ଦଶାହ କାର୍ଯ୍ୟରେ ଯୋଗଦଲେ ନୂତନ ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରାକା