Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
���रियाणा
Haryana
Crimenews
Agra
Cbi
Mathura
���ायल
Fatehpur
Jodhpur

କଣ୍ଟାବାଞ୍ଜି: କେ.ଭି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ

Kantabanji, Balangir | Nov 28, 2025
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କେ.ଭି. ମହାବିଦ୍ୟାଳୟ, କଣ୍ଟାବାଞ୍ଜି ଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। କଲେଜରେ ତତ୍ତ୍ଵାବଧାନରେ ତଥା ଏଚ.ଡି.ଏଫ୍.ସି ବ୍ୟାଙ୍କ୍, କଣ୍ଟାବାଞ୍ଜି ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀ, ଅଧ୍ୟାପକ - ଅଧ୍ୟାପିକା ତଥା କର୍ମଚାରୀ ମାନେ ୩୫ ୟୁନିଟ ରକ୍ତଦାନ କରିଥିଲେ ।