କଣ୍ଟାମାଳ: କଣ୍ଟାମାଳ ବ୍ଲକରେ ଅଦ୍ୟାବଧି ଶ୍ରାବଣୀ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ
ଭାଗବତ ପାରାୟଣ ସନ୍ଥାଶ୍ରମ ରୁଣ୍ଡିମହୁଲ ଓ ଦୟାନନ୍ଦ ତପୋଭୂମି ଗବଯୋର ମିଳିତ ଉଦ୍ୟମରେ କଣ୍ଟାମାଳ ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରାବଣୀ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପଣ୍ଡିତ ନିରଞ୍ଜନ ଆଚାର୍ଯ୍ୟ ବେଦ ଆଧାରିତ ପ୍ରବଚନ କରୁଛନ୍ତି।