ଯାଜପୁର ଜିଲ୍ଲା ମୂଳାପାଳ ଛକ ନିକଟରେ ରବିବାର ରାତି ବସ୍ ଓଲଟି ପଡ଼ି ଅନେକ ବ୍ୟକ୍ତି ଆହତ ହୋଇଥିଲେ । ଏହି ଦୁଃଖଦ ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆହତ ବ୍ୟକ୍ତି ମାନଙ୍କୁ ଧର୍ମଶାଳା ମେଡିକାଲରେ ପହଞ୍ଚାଇଵା ସହ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଡାକ୍ତରଙ୍କ ସହ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ପରାମର୍ଶ ପ୍ରଦାନ କରିଥିବା ରବିବାର ରାତି 12 ଘଟିକା ସମୟରେ ଦେଖିବାକୁ ମିଳିଛି।