ପଟ୍ଟାଙ୍ଗୀ: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ, ନେରେଡିବାଲସା ଚେକ୍ପୋଷ୍ଟରେ ଉତ୍ତେଜନା
କୋରାପୁଟ ଜିଲ୍ଲା କୋଟିଆର ନେରେଡିବାଲସା ଚେକ୍ପୋଷ୍ଟରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ଆନ୍ଧ୍ର ପୋଲିସର ପ୍ରବେଶକୁ ନେଇ ଓଡ଼ିଶା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ହେଲା ଯୁକ୍ତିତର୍କ।