Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap

ମୋହନା: ମୋହନା ବିଜେପି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି।

Mohana, Gajapati | Sep 25, 2025
ମୋହନା ବିଜେପି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ଆଜି ଦିନ ୧୨ ଘଣ୍ଟ ସମୟରେ ପାଳନ କରାଯାଇଛି। ଏହି ଅବସରରେ ମୋହନା ମଣ୍ଡଳ ର ବିଜେପି କାର୍ଯ୍ୟକର୍ତ୍ତା ତାଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରି, ତାଙ୍କର ଜୀବନଦର୍ଶନ ଓ ଦେଶପ୍ରେମୀ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ। ସମାଜର ଶେଷ ପଙ୍କ୍ତିରେ ଥିବା ଲୋକଙ୍କ ସେବାକୁ ତାଙ୍କର "ଏକାତ୍ମ ମାନବବାଦ" ରେ ପ୍ରମୁଖତା ଦିଆଯାଇଥିଲା ବୋଲି ସ୍ମରଣ କରାଗଲା।
ମୋହନା: ମୋହନା ବିଜେପି ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। - Mohana News