Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ସତ୍ୟବାଦୀ: ମହାମାୟା ସାହିରେ ଦୁର୍ଗା ପୂଜା ଧୁମ୍ ଧାମରେ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ଲୋକ ସଭା ସାଂସଦ

Satyabadi, Puri | Oct 2, 2025
ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ମହାମାୟା ସାହିରେ ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ଧୁମ୍ ଧାମରେ ପାଳିତ ହେଉଛି। ଏହି ଅବସରରେ ଆଜି ଅପରାହ୍ନ ଚାରିଟାରେ ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ଲୋକ ସଭା ସାଂସଦ ସମ୍ବିତ ପାତ୍ର ପହଁଚି ମାଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରି ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ।
ସତ୍ୟବାଦୀ: ମହାମାୟା ସାହିରେ ଦୁର୍ଗା ପୂଜା ଧୁମ୍ ଧାମରେ ପାଳିତ, ଯୋଗଦେଲେ ସ୍ଥାନୀୟ ବିଧାୟକ ଓ ଲୋକ ସଭା ସାଂସଦ - Satyabadi News