Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ନର୍ଲା: ରୁପ୍ରାରୋଡ ଗ୍ରାମର ଦିନେଶ ଅଗ୍ରୱାଲ ଙ୍କ ଗୋଦାମ ଗୃହ ରେ ମାଓ ପୋଷ୍ଟର ଓ ସାମଗ୍ରୀ କୁ ନିଆଁ ଲଗାଇ ପୋଡି ନଷ୍ଟ କରିଥିବା ସୂଚନା

Narala, Kalahandi | Jan 13, 2026
ଗତ ଷୋମବର ଦିନ ରାତ୍ର ସମୟରେ ନର୍ଲା ଥାନା ଅନ୍ତର୍ଗତ ରୁପ୍ରା ରୋଡ ଗ୍ରାମର ଦିନେଶ ଅଗ୍ରୱାଲ ଙ୍କ ଗୋଦାମ ଗୃହ ରେ ମାଓ ପୋଷ୍ଟର ଲଗାଇ ଥିବା ବେଳେ ଗୋଦାମ ଗୃହ ରେ ଥିବା ସାମଗ୍ରୀ କୁ ନିଆଁ ଲଗାଇ ପୋଡି ନଷ୍ଟ କରିଥିବା ସୂଚନା ମିଳିଛି ସ୍ଥାନୀୟ ଲୋକେ ଆଜି ମଙ୍ଗଳବାର ଦିନ ସକାଳ ଛଅ ଘଣ୍ଟା ସମୟରେ ଦେଖି ଅଗ୍ନିଶମ ବିଭାଗ ଓ ପୋଲିସ କୁ ସୂଚନା ଦେଇଥିଲେ ସୂଚନା ପାଇଁ ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି
ନର୍ଲା: ରୁପ୍ରାରୋଡ ଗ୍ରାମର ଦିନେଶ ଅଗ୍ରୱାଲ ଙ୍କ ଗୋଦାମ ଗୃହ ରେ ମାଓ ପୋଷ୍ଟର ଓ ସାମଗ୍ରୀ କୁ ନିଆଁ ଲଗାଇ ପୋଡି ନଷ୍ଟ କରିଥିବା ସୂଚନା - Narala News