Public App Logo
Jansamasya
News
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Ahmedabad
Pmmodi
Rahulgandhi

ପାଲଲହଡା: ସରାଙ୍ଗ ଅନନ୍ତ ଶୟନ ପୀଠରେ ଦର୍ଶନ କରି ଡ଼ଙ୍ଗା ଭସାଇବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ପ୍ରତିକ୍ରିୟା

Palalahada, Angul | Nov 5, 2025
ସରାଙ୍ଗ ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀ କୁଳରେ ବିରାଜିତ ସଂସାରର ପାଳନ କର୍ତ୍ତା ପ୍ରଭୁ ବିଷ୍ଣୁଙ୍କ ଅନନ୍ତ ଶୟନ ପିଠକୁ ବୁଧବାର ସକାଳ ୭ ଘଟିକା ସମୟରେ ଦର୍ଶନ କରି ଡ଼ଙ୍ଗା ଭସାଇ ପ୍ରତିକ୍ରିୟା ରଖିଲେ ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ।