ନୂଆପଡା: ନୂଆପଡା ନୀଳାଶୈଳ ନଗର ଦୁର୍ଗା ମନ୍ଦିରରେ ଦର୍ଶନ କଲେ ଜିଲ୍ଲାପାଳ ଅନ୍ୟା ଦାସ
ନୂଆପଡା ସଦର ମହକୁମା ୱାର୍ଡ ନମ୍ବର ୧୧ ସ୍ଥିତ ନୀଳାଶୈଳ ନଗର ଦୁର୍ଗା ମନ୍ଦିରରେ ମାଆଙ୍କୁ ଦର୍ଶନ କଲେ ଜିଲ୍ଲାପାଳ ଅନ୍ୟା ଦାସ। ଶାରଦୀୟ ଦୁର୍ଗା ପୂଜା ଅବସରରେ ଜିଲ୍ଲାପାଳଙ୍କୁ ପାଖରେ ପାଇ ଖୁସି ବ୍ୟକ୍ତ କଲେ ସ୍ଥାନୀୟ ବାସିନ୍ଦା।