Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

#ଲିପ୍ଭିରେ_ଫସିରହିଲେ_ଘରୋଇ_ସ୍କୁଲର_ଗୁରୁଜୀ_ଗୁରୁମା ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଲିପ୍ଟ ଅଚଳ ହୋଇଯିବାରୁ ୪୦ ମିନିଟରୁ ଉର୍ଦ୍ଧ ସମୟ ଲିପ୍ଟ ଭିତରେ ଫସିରହିଲେ ଘରୋଇ ସ୍କୁଲର ଗୁରୁଜୀ ଗୁରୁମା l ଦୀର୍ଘ ସମୟ ବ୍ୟବଧାନ ପରେ ଉଦ୍ଧାର ହେଲେ ଗୁରୁଜୀ ଗୁରୁମା l ଲିପ୍ଟ ଭିତରେ ୬ ଜଣ ଫସି ରହିଥିଲେ। ଜିଲ୍ଲାପାଳ ଅଫିସରେ ଦୁଇ ନମ୍ବର ଲିପ୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ଅଭିଯୋଗ ନେଇ ଜ଼ିଲ୍ଲାପାଳ ଅଫିସ ଆସିଥିଲେ ଉଭୟ ଶିକ୍ଷକ। ଜିଲ୍ଲାପାଳ ଉପର ମହଲାରେ ଥିବା ଜାଣି ଲିଫ୍ଟ ଯୋଗେ ଯାଉଥିବା ସମସ୍ୟରେ ଏଭଳି ଘଟଣା ଘଟିଛି। ଏଭଳି ଘଟଣା ଯାଜପୁର ଜିଲ୍ଲାପାଳ ଅଫିସରେ ପ୍ରଥମ ଥର ନୁହେଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁ ସମୟ ଲିଫ୍ଟ ଅଚଳ ହୋଇ ପଡିଥିବା ଦେଖିବାକୁ ମିଳିଥାଏ। ତେବେ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି। .#Jajpur #Aeiodisha #jajpuradministration #JajpurNews #jajpurkhabar #lntvnetwork

MORE NEWS

🔴LIVE : Niladri Bije Of Lord Jagannath || Rath Yatra 2026 || ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ || PART-2

🔴LIVE : Niladri Bije Of Lord Jagannath || Rath Yatra 2026 || ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ || PART-2

Bhubaneswar M Corp, Khordha | Jul 29, 2026

#ଓଡିଶା_ଜନତା_କଂଗ୍ରେସ_ପାର୍ଟି_ପକ୍ଷରୁ_ସାଙ୍ଗଠନିକ_ସମ୍ମିଳନୀ_ଓ_ସମ୍ବର୍ଦ୍ଧନା_ସଭା 
 ଯାଜପୁର ଜିଲ୍ଲା ଓଡିଶା ଜନତା କଂଗ୍ରେସ ପାର୍ଟି (ଓ ଜେ ସି ) ପକ୍ଷରୁ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ସାଙ୍ଗଠନିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି।  ଯାଜପୁର ଜିଲ୍ଲା ପ୍ରଭାରୀ ନଜବୁର ରେହେମନ ଖାନ ଓ ସୋମନାଥ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯାଜପୁର ରେ ବ୍ଲକ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ହେଉଥିବା ବ୍ୟାପକ ଦୁର୍ନୀତି, ବେଆଇନ ବାଲି ଚୋରି ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅଣଓଡ଼ିଆ ନିଯୁକ୍ତି ପ୍ରସଙ୍ଗ ରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଲୋକ ଙ୍କ ସ୍ବାର୍ଥ ପାଇଁ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥି ସହ ସମସ୍ତ ବ୍ଲକ କମିଟି ଗଠନ କରିଵା ସହିତ ତୁରନ୍ତ ଜିଲ୍ଲା ଟିମ ଗଠନକରି ୧ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ  ବ୍ଲକ ଓ ମୁନିସିପାଲିଟି ରୁ ପ୍ରତିନିଧିତ୍ୱ କରିଥିବା ନେତୃତ୍ୱ ମାନେ ଅଂଶଗ୍ରହଣ କରି କରି ରାଜ୍ୟ ସରକାରଙ୍କ  ବିଫଳତା ଓ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ବ୍ୟାପକ ଦୁର୍ନୀତି କୁ ମୁଦାକରି ଓଜେସି ଲଢେ଼ଇ କରିବାକୁ ପ୍ରସ୍ଥାପ ରଖିଥଲେ । 
#lntvnetwork #jajpurkhabar #JajpurNews #Aeiodisha

#ଓଡିଶା_ଜନତା_କଂଗ୍ରେସ_ପାର୍ଟି_ପକ୍ଷରୁ_ସାଙ୍ଗଠନିକ_ସମ୍ମିଳନୀ_ଓ_ସମ୍ବର୍ଦ୍ଧନା_ସଭା ଯାଜପୁର ଜିଲ୍ଲା ଓଡିଶା ଜନତା କଂଗ୍ରେସ ପାର୍ଟି (ଓ ଜେ ସି ) ପକ୍ଷରୁ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ଙ୍କ ସଭାପତିତ୍ୱ ରେ ସାଙ୍ଗଠନିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ପ୍ରଭାରୀ ନଜବୁର ରେହେମନ ଖାନ ଓ ସୋମନାଥ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯାଜପୁର ରେ ବ୍ଲକ ଠାରୁ ଆରମ୍ଭ କରି ତହସିଲ ଅଫିସ ପର୍ଯ୍ୟନ୍ତ ହେଉଥିବା ବ୍ୟାପକ ଦୁର୍ନୀତି, ବେଆଇନ ବାଲି ଚୋରି ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅଣଓଡ଼ିଆ ନିଯୁକ୍ତି ପ୍ରସଙ୍ଗ ରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଲୋକ ଙ୍କ ସ୍ବାର୍ଥ ପାଇଁ ଦଳ ପକ୍ଷରୁ ବିଭିନ୍ନ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏଥି ସହ ସମସ୍ତ ବ୍ଲକ କମିଟି ଗଠନ କରିଵା ସହିତ ତୁରନ୍ତ ଜିଲ୍ଲା ଟିମ ଗଠନକରି ୧ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ନିଷ୍ପତି ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଓ ମୁନିସିପାଲିଟି ରୁ ପ୍ରତିନିଧିତ୍ୱ କରିଥିବା ନେତୃତ୍ୱ ମାନେ ଅଂଶଗ୍ରହଣ କରି କରି ରାଜ୍ୟ ସରକାରଙ୍କ ବିଫଳତା ଓ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ବ୍ୟାପକ ଦୁର୍ନୀତି କୁ ମୁଦାକରି ଓଜେସି ଲଢେ଼ଇ କରିବାକୁ ପ୍ରସ୍ଥାପ ରଖିଥଲେ । #lntvnetwork #jajpurkhabar #JajpurNews #Aeiodisha

Bhubaneswar M Corp, Khordha | Jul 29, 2026

🔴LIVE : Suna Besha of Lord Jagannath || ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ || Car Festival 2026

🔴LIVE : Suna Besha of Lord Jagannath || ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ || Car Festival 2026

Bhubaneswar M Corp, Khordha | Jul 29, 2026