କାମାକ୍ଷାନଗର: ଭୁବନ ଦଶହରା ପାଇଁ ପୋଲିସର ଫ୍ଲାଗ୍ ମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବିଶ୍ୱପ୍ରସିଦ୍ଧ ଭୁବନ ଦଶହରାକୁ ନେଇ ସଜାଗ ପୋଲିସ ପ୍ରଶାସନ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କରାଗଲା ଫ୍ଲାଗ୍ ମାର୍ଚ୍ଚ। ପର୍ବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୋଲିସର ପ୍ରସ୍ତୁତି। #BhubanDashahara #OdishaPolice #DhenkanalNews