ନୂଆପଡା: କୋମନା ପଞ୍ଚାୟତ ସମିତି କଲେଜ ନିର୍ବାଚନ: ବିଜୟୀ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଲେ ଅଭିନନ୍ଦନ ପଣ୍ଡା
ନୂଆପଡା ଜିଲ୍ଲା କୋମନା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ABVP ପ୍ରାର୍ଥୀମାନଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଲେ ଯୁବ ନେତା ଅଭିନନ୍ଦନ ପଣ୍ଡା। ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଛାତ୍ର ସମାଜର ସେବାରେ ନିୟୋଜିତ ରହିବାକୁ ପରାମର୍ଶ ଦେଇଛନ୍ତି।