ଶନିବାର ସନ୍ଧ୍ୟା 7 ଘଣ୍ଟିକା ସମୟରେ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ଅନ୍ତର୍ଗତ ତୁଳସୀ ଚଉରା ଛକରେ ଗଣ୍ଡଗୋଳ। ସୂଚନାଯୋଗ୍ୟ ତୁଳସୀ ଚଉରା ଛକରେ ଯାଉଥିବା ବେଳେ ଏକ ବାଇକ ଆଉ ଏକ ବାଇକକୁ ସାଇଟ ମାରିବା ଘଟଣାକୁ କେନ୍ଦ୍ର କରି ଦୁଇ ବାଇକ ଚାଳକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଗଣ୍ଡଗୋଳର ରୂପ ନେବାରେ ପୁରୀ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚାଳକଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।