Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Aap
kishore85153
15
ସୁନ୍ଦରଗଡ ସହର: ସଦର ବ୍ଲକ ଅନ୍ତର୍ଗତ ବୁନ୍ଦେଲକାନି ସୁନାମୁଣ୍ଡା ଟୋଲା ର ମହିଳା ମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କଲେ
Sundargarh Town, Sundargarh
| Sep 15, 2025
ସୁନ୍ଦରଗଡ ସୋମବାର ଦିନ ୧୧ ଟା ସମୟରେ ସଦର ବ୍ଲକ ଅନ୍ତର୍ଗତ ସୁନାମୁଣ୍ଡା ଟଲା ର ମହିଳା ମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କଲେ
MORE NEWS
SMS News Bureau Rourkela ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ସହ ତାଳଧ୍ଵଜ ରଥ ରେ ରଥାରୁଢ଼ ର ସିଧା ପ୍ରସାରଣ
Sundargarh Town, Sundargarh | Jul 16, 2026
Sundargarh Town, Sundargarh | Jul 16, 2026
ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁ ଙ୍କ ସେବାକାରୀ ଙ୍କୁ ଜନାର୍ଦ୍ଦନ ସେବା ସଂଘ ଓ ସ୍ମାର୍ଟ ଲେଡିଜ କ୍ଲବ୍ ପକ୍ଷରୁ ପ୍ରସାଦ ସେବା ପ୍ରଦାନ।
Sundargarh Town, Sundargarh | Jul 16, 2026
ରାଉରକେଲା; ବିଧାୟକ ଙ୍କୁ ସୋସିଆଲ ପ୍ଲାଟଫର୍ମ ରେ ବଦନାମ୍ ନେଇ କାର୍ଯ୍ୟନୁଷ୍ଠାନ ଦାବି କଲେ ବିରମିତ୍ରପୁର ବିଜେଡି ପ୍ରତିନିଧି ମଣ୍ଡଳୀ #smsnewsnetwork #rourkela #mlabiramitrapur #rohitjosephtirkey #digwr #somnathraha
Sundargarh Town, Sundargarh | Jul 15, 2026
SMS News Bureau Rourkela ମାଉସୀ ମା ଗୁଣ୍ଡିଚା ମନ୍ଦିର ରୁ ଜଗା ପାଇଁ ନିମନ୍ତ୍ରଣ ଆସିଲା ଆସନ୍ତା କାଲି ରଥଯାତ୍ରା ପାଇଁ। ଗୁଣ୍ଡିଚା ମନ୍ଦିର ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ମହାପ୍ରଭୁ ଙ୍କ ନିକଟକୁ ନିମନ୍ତ୍ରଣ କରିବା ପାଇଁ ଆଜ୍ଞାମାଳ ନେଇ ଆସିଥିଲେ। ସେକ୍ଟର ୫ ଗୁଣ୍ଡିଚା ମନ୍ଦିର କମିଟି ସଭାପତି ହରିହର ରାଉତରାୟ ଙ୍କ ନେତୃତ୍ବରେ ଏହି କମିଟି ବାଜା କୀର୍ତ୍ତନ ଓ ଆତସବାଜି ସହ ଆସି ପହଞ୍ଚିଥାନ୍ତି। ତାଙ୍କ ଆଗମନରେ ଅହିରାବନ୍ଧ ମନ୍ଦିର ର ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ, ମିତ୍ରଭାନୁ ପଣ୍ଡା, ସୁଧିର ସୁନ୍ଦର ରାୟ ପ୍ରମୁଖ ସ୍ବାଗତ କରିବା ସହ ମନ୍ଦିର ର ମୁଖ୍ୟ ପୂଜକ ନିମନ୍ତ୍ରଣ ଗ୍ରହଣ କରିଥିଲେ।
Sundargarh Town, Sundargarh | Jul 15, 2026