Public App Logo
Jansamasya
हादसा
News
Bjp
National
Police
Bihar
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
Nitishkumar
Madhya_pradesh
Mp
Nsui
Madhyapradesh
Pmmodi
Rahulgandhi
Actor
Haryana
Uttarpradesh
Cbse
Uttarakhand
Crimenews

ନୟାଗଡ ସଦର: ଭାରତୀୟ ଜନତା ପାଟି ପକ୍ଷରୁ ଈଶ୍ୱର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ, ଯୋଗ ଦେଲେସାଂସଦ

ସୂଚନା ଅନୁସାରେ ଆଜି 12ଘଟିକା ସମୟ ରେ ଈଶ୍ୱର କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ରୂପେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଯୋଗ ଦେଇ ଥିବା ବେଳେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ,, ରାଘବ ମଲ୍ଲିକ,, ତାପସ ମାର୍ଥା, ସନ୍ତୋଷ କୁମାର ପ୍ରଧାନ ଯୋଗ ଦେଇ ସଂକଳ୍ପ ଅଭିଯାନ ରେ କିପରି ଆତ୍ମନିର୍ଭର, ଓ ସ୍ବଦେଶୀ ଜିନିଷ ବ୍ୟବହାର ନେଇ କର୍ମଶାଳା ସଚେତନହେବା ସେ ବିଷୟ କୁ ନେଇ ଆଲୋକ ପାତ କରିଥିବା ସୂଚନା ମିଳିଛି

MORE NEWS

ନୟାଗଡ ସଦର: ଭାରତୀୟ ଜନତା ପାଟି ପକ୍ଷରୁ ଈଶ୍ୱର କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ, ଯୋଗ ଦେଲେସାଂସଦ - Nayagarh Sadar News