କଳାହାଣ୍ଡି: କଲମପୁର ଦୁର୍ଗାପୂଜା: ମହା ସପ୍ତମୀ ସନ୍ଧ୍ୟା ଆଳତିରେ ସାମିଲ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ
Kalahandi, Kalahandi | Oct 18, 2026
କଲମପୁର ସାର୍ବଜନୀନ ନବ ରାତ୍ର ଦୁର୍ଗାପୂଜାର ମହା ସପ୍ତମୀ ପୂଜାରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ। ସନ୍ଧ୍ୟା ଆଳତିରେ ସାମିଲ ହୋଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କଲେ।