Public App Logo
Jansamasya
Uppolice
Punjab
Live
Pratapgarh
Westbengal
Ballia
Farrukhabad
Mirzapur
Rain
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Hapur
Noida
Rahul
Indianews
New_delhi
Akhileshyadav
Upnews
Newsupdate
Dehradun

ଝାରସୁଗୁଡା: ଝାରସୁଗୁଡା ରେ ସିଏସଆର କନକ୍ଳେଭ -୨୦୨୫ କୁ ନେଇ ପ୍ରତିକ୍ରିୟା ଦେଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ

Jharsuguda, Jharsuguda | Nov 29, 2025
ଝାରସୁଗୁଡା ରେ ସିଏସଆର କନକ୍ଳେଭ -୨୦୨୫ କୁ ନେଇ ପ୍ରତିକ୍ରିୟା ଦେଲେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ l ଆଜି ଅପରାହ୍ନ ୨ଟା ୩୦ରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ପ୍ରତିକ୍ରିୟା ଦେଇକହିଛନ୍ତି ସିଏସଆର ପାଣ୍ଠି ବିନିଯୋଗ କରି ସ୍ଥାନୀୟ ଅଂଚଳର ବିକାଶ, କମ୍ପାନୀ ଗୁଡିକ ଦାୟିତ୍ୱ ଅଟେ l ସ୍ଥାନୀୟ ଅଂଚଳ ଏବଂ ଅଂଚଳ ବାସୀଙ୍କ ପ୍ରତି ଦାୟିତ୍ୱ ନିଷ୍ଠା ର ସହ ଦାୟିତ୍ୱ ପୂରଣ କରନ୍ତୁ l ସିଏସଆର ପାଣ୍ଠି ଉଚିତ ସ୍ଥାନରେ ବ୍ୟବହାର ହେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି l