ପୁରୀ: ପୁରୀ ସି-ବିଚ୍ରେ ମଦ୍ୟପଙ୍କ ଉପରେ ପୁଲିସର ଚଢ଼ଉ, ଅନେକ ଅଟକ
Puri, Puri | Oct 24, 2026
ପୁରୀ ସି-ବିଚ୍ରେ ଖୋଲାରେ ମଦ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ ସି-ବିଚ୍ ଥାନା ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ। ଅଟକ ବ୍ୟକ୍ତିଙ୍କ ନାମରେ ପ୍ରିଭେଣ୍ଟିଭ୍ ଆକ୍ସନ ରିପୋର୍ଟ ଦାଖଲ କରି କୋର୍ଟ ଚାଲାଣ କରାଯାଇଛି।