ନୀଳଗିରି: ବାଲେଶ୍ୱର: ଗୋ ମାଂସ ବିକ୍ରିକୁ ନେଇ ଉତ୍ତେଜନା, ପୋଲିସ ଗାଡି ଅଟକାଇଲେ ଗ୍ରାମବାସୀ
ବାଲେଶ୍ୱର ଜିଲ୍ଲା ଔପଦା ଥାନା ଗଡ଼ସାହି ପଂଚାୟତରେ ବାଛୁରୀ ମାଂସ ବିକ୍ରିକୁ ନେଇ ଉତ୍ତେଜନା। ଗ୍ରାମବାସୀ ୩ ଜଣଙ୍କୁ ଅଟକ ରଖିବା ସହ ପୋଲିସ ଗାଡିକୁ ବିରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି।