Public App Logo
Jansamasya
Rahulgandhi
Haryana
Crimenews
Education
Bareilly
Agra
Cbi
Politics
Abvp
���ायल
Fatehpur
Jodhpur
Amitshah
Punjab
Pratapgarh
Live
Westbengal
Ballia
Mirzapur
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Faridabad

ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ଅସହାୟ ଙ୍କୁ କମ୍ବଳ ବାଣ୍ଟିଲେ ସମାଜ ସେବି

Junagarh, Kalahandi | Nov 30, 2025
ଗୋଲାମୁଣ୍ଡା ବ୍ଲକ ର ଅସହାୟ ଙ୍କୁ କମ୍ବଳ ବାଣ୍ଟିଲେ ସମାଜ ସେବି ଆଜି 30ତାରିଖ ସୋମବାର ଅପରାହ୍ନ 4ଟାରେ ଗୋଲାମୁଣ୍ଡା ବ୍ଲକର କେନ୍ଦୁପlଣି ରେ ରହୁ ଥିବା ଆଦିବାସୀ ବୃଦ୍ଧା ଓ ବୃଦ୍ଧ କୁ ଶୀତ ବସ୍ତ୍ର ଖଣ୍ଡେ ଖଣ୍ଡେ ଓ ସାଢ଼ୀ ଖଣ୍ଡେ ଖଣ୍ଡେ ବଣ୍ଟନ କଲେ ସମାଜ ସେବି ଶ୍ୟାମ ସୁନ୍ଦର ଅଗ୍ରୱାଲ ସେ ସଦା ସର୍ବଦା ଚର୍ଚାରେ ଥିବାବେଳେ ସିତ ଦିନକୁ ଦୃଷ୍ଟିରେ ରଖି ଗରିବ ନିରୀହ ଙ୍କ ନିକଟରେ ପହଞ୍ଚି କମ୍ବଳ ଓ ଶାଢ଼ୀ ବଣ୍ଟନ କରିଛନ୍ତି