ଦେବଗଡ: ଦେବଗଡ଼: ପୁରୁକୁଣ୍ଡା ଛକରୁ 5.2 ଲିଟର ଦେଶୀ ମଦ ଜବତ, ମହିଳା ଅଟକ
ଦେବଗଡ଼ ଆଦର୍ଶ ଥାନା ପୋଲିସ ପାଟ୍ରୋଲିଂ ବେଳେ ପୁରୁକୁଣ୍ଡା ଛକରୁ ୫.୨ ଲିଟର ଦେଶୀ ମଦ ଜବତ କରିଛି। ମୀନା ବେହେରା ନାମକ ଜଣେ ମହିଳାଙ୍କଠାରୁ ୨୬ଟି ମଦ ପାଉଚ୍ ଜବତ ହୋଇଛି। ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି।