👉 ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପରିବାର
👉 ପଦ୍ମପୁର: ଦହିଗାଁ ପଞ୍ଚାୟତ ଅନ୍ତର୍ଗତ ବୁବୁଡା ଗ୍ରାମର ବନମାଳି ବୁଡେକ (ପିତା: ରାମ ବୁଡେକ)ଙ୍କ ବାସଗୃହ ପ୍ରବଳ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇଟି ସାଇକେଲ ଓ ଗୋଟିଏ ପାୱାର ରୁଟର୍ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
#padampur
#dmbargarh
#odisha
#everyone
Bargarh, Bargarh (Baragarh) | Jul 29, 2026