ତାଳଚେର: ସନ୍ଥପଡା ପ୍ରିମିୟର ଲିଗର 5ମ ସଂସ୍କରଣ ଉଦଯାପିତ
Talcher, Angul | Oct 21, 2026
ସନ୍ଥପଡା ପ୍ରିମିୟର ଲିଗର ପଞ୍ଚମ ସଂସ୍କରଣ ସମ୍ପନ୍ନ ହୋଇଛି। ମୁଖ୍ୟ ଅତିଥି ଭାବେ ବିଜେଡି ନେତା ମନୋଜ ସାହୁ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆୟୋଜକ ଅର୍ଜୁନ ମହାନ୍ତି ଓ ଟିମକୁ ଧନ୍ୟବାଦ ଜଣାଇଛନ୍ତି।