କଣ୍ଟାମାଳ: ଆମ୍ବଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ଘଣ୍ଟାପଡା ମଣ୍ଡଳ ସ୍ତରୀୟ ବୈଠକ ହୋଇଛି
ଆଜି କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ଘଣ୍ଟାପଡା ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆସନ୍ତା ଦିନରେ ହେବାକୁଥିବା ଦଳୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା ।