ବଲାଙ୍ଗୀର: ବଲାଙ୍ଗୀର ଆୟୁର୍ବେଦିକ କଲେଜର ଅସମ୍ପୂର୍ଣ୍ଣ କାର୍ଯ୍ୟ ନେଇ ନରସିଂହ ମିଶ୍ରଙ୍କ ଆଲୋଚନା
ବଲାଙ୍ଗୀର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଅଡିଟୋରିୟମ, ହର୍ବାଲ ଗାର୍ଡେନ ଓ ଖେଳ ପଡ଼ିଆ କାର୍ଯ୍ୟ କାହିଁକି ଅଟକି ରହିଛି? ସମସ୍ୟା ସମାଧାନ ନେଇ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କଲେଜ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା।